BREAKING
Loading...
:

୩୦ ହଜାର ଲୋକଙ୍କୁ ମାରିବାକୁ ବଡ଼ ପ୍ଲାନିଂ

 



୩୦ ହଜାର ଲୋକଙ୍କୁ ମାରିବାକୁ ବଡ଼ ପ୍ଲାନିଂ !

ଉପରୋକ୍ତ ଉକ୍ତ ବିରାତ ବ୍ୟାଗ୍ରେ ଭର୍ତ୍ତି ହୋଇଆସିଥିଲା ବିଷ। ଆଉ ୩୦ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ମାରିବାକୁ ହୋଇଥିଲା ବଡ଼ ଷଛଯନ୍ତ୍ର। ମୁସଲମାନ ପର୍ବ ମୋହରମରେ ଚଳଚଂଚଳ ଥିଲା ମାୟାନଗରୀ ମୁମ୍ବାଇ ଆଉ ସେଇ ଭିଡ଼ର ଫାଇଦା ନେଇ ସନ୍ଦିଗ୍ଧ ଯୁବକ ଆରମ୍ଭ କରିଥିଲେ ଭୟଙ୍କର ଖେଳ। ମୁମ୍ବାଇରେ ଚାଲିଥିଲା ମହରମ ଶୋଭାଯାତ୍ରା। ଆଉ ଠିକ ସେତିକିବେଳେ ଲୋକଙ୍କୁ ଔଷଧ ପରିବର୍ତ୍ତେ ଜିଙ୍କ ଫସଫାଇଡର ବିଷାକ୍ତ କ୍ୟାପସୁଲ ବାଣ୍ଟିଥିଲେ ଏ ବ୍ୟକ୍ତି।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS