BREAKING
Loading...
:

୮ପ୍ରସ୍ତାବ ଉପରେ ମୋହର

 



୮ପ୍ରସ୍ତାବ ଉପରେ ମୋହର#

ଲୋକସେବା ଭବନରେ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ*

୬ଟି ବିଭାଗର ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର-

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା*

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ,୩୬୧ କୋଟିରେ ହସ୍ତତନ୍ତ ଓ ହସ୍ତକଳା ବିଭାଗର ୧୦ କଳ ପୁନଃ ଆରମ୍ଭ ହେବ'

୨ ବର୍ଷରେ ମୋଟ୍‌ ୩୦୧ ପ୍ରସ୍ତାବ ଉପରେ ମୋହର,

୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନ ସଂଶୋଧନ ହୋଇଛି'

ଲୋନ୍‌ ପାଇଁ ଉଠା ଦୋକାନୀଙ୍କୁ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିବ ନାହିଁ'

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS