କୋରାପୁଟ /
ପ୍ରଶାସନ ପୋଲିସ ଆଉ ସହଯୋଗୀ ରେ ପେଷିହୋଇଗଲାଣି କୋଡୀଙ୍ଗା ମାଳି ଖଣି l
ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରେ ମୌତ୍ରୀ କମ୍ଫlନୀ ଦ୍ୱାରା ସ୍ଥାନୀୟ କୋଡୀଙ୍ଗା ମାଳି ଖଣି ଅଞ୍ଚଳ ରେ ଉପ୍ତାଦନ କୁ ତିନି ରୁ ଛଅ ମିଲିୟନ ଟନ କୁ ବୃଦ୍ଧି କରିବାକୁ ଦାବୀ କରି ମା ମୁତିଲିୟମ୍ମl ଟ୍ରକ ଆଉ ଟିପର ମାଲିକ ସଙ୍ଘ ବିରାଟ ପଟୁଆରରେ ସହର ପରିକ୍ରମା କରିବା ସହ ଵିଶାଲ ରାଲି କରିଥିଲା ହେଲେ ସବୁଠୁ ବଡ଼ କଥା ହେଲା କିଛି ଦିନ ତଳେ ଏହି ଉପ୍ତାଦନ କୁ ବିରୋଧ କରି ଏହାର ବିପକ୍ଷ ପାର୍ଟି ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଥିବା ବେଳେ ସମପରିମାଣ ରେ ଏହାକୁ ସମର୍ଥନ କରି ଗତ ଦୁଇ ଦିନ ତଳେ କିଛି ସପକ୍ଷ ଦଳଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଥିଲେ l ଏପରିକି ଏହି ସପକ୍ଷ ଆଉ ବିପକ୍ଷ ଙ୍କ କମ୍ଫlନୀ ରେ ନିଜର ପତିଆରା ବୃଦ୍ଧି ପାଇଁ ପ୍ରତିଯୋଗିତା ତଥା ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନ ପୋଲିସ ଓ ସମର୍ଥନ ତଥା ବିରୋଧୀ ଗୋଷ୍ଠୀ ମଧ୍ୟ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ସ୍ଥାନୀୟ ଅଞ୍ଚଳ ର ଜନସାଧାରଣ ଆକ୍ରୋଶ ର ବଳି ପଡ଼ୁଛନ୍ତି l ତେଣୁ ରାଜ୍ୟସରକାର ତଥା ଖଣିବିଭାଗ ମଧ୍ୟ୍ୟରେ ମଧୁଚନ୍ଦ୍ରିକା ର ପରିଣାମ ମୌତ୍ରୀ କମ୍ଫlନୀ ର ତ୍ରିବେଣୀ ଏର୍ଥ ମୁରର ଏକଛତ୍ର ବାଦୀ କାରଣ ଅଟେ ବୋଲି ସାଧାରଣ ରେ ମତ ପ୍ରକlଶ ପାଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق