BREAKING
Loading...
:

ଆମ ବସ" ଗାଇଡ଼ ମାନଙ୍କ ବକେୟା ଦରମା ଦାବିରେ ଭୁବନେଶ୍ୱର ପାତ୍ରପଡା ବସ ଡିପୋଟ ରେ ଆନ୍ଦୋଳନ

 



"ଆମ ବସ" ଗାଇଡ଼ ମାନଙ୍କ ବକେୟା ଦରମା ଦାବିରେ ଭୁବନେଶ୍ୱର ପାତ୍ରପଡା ବସ ଡିପୋଟ ରେ ଆନ୍ଦୋଳନ।            ====================================  ଆମ ବସ ରେ କାର୍ଯ୍ୟ କରୁଥିବା ଗାଇଡ଼ (କଣ୍ଡକ୍ଟର) ମାନେ ସେମାନଙ୍କ ଦରମା ପାଇ ନଥିବାରୁ ଅସନ୍ତୁଷ୍ଟ ହୋଇ ସ୍ଥାନୀୟ ପାତ୍ରପଡା ବସ ଡିପୋଟ ର ମୁଖ୍ୟ ଫାଟକ ରେ ତାଲା ପକାଇ ଦେବାରୁ ପାତ୍ରପଡା ରୁ ବିଭିନ୍ନ ରୁଟ ଯିବାକୁ ଥିବା ପ୍ରାୟ ୨00 ବସ ବାହାରି ପାରି ନାହିଁ। ଡିପୋଟ ର ମୁଖ୍ୟ ଫାଟକ ସମ୍ମୁଖରେ ଗାଇଡ଼ ମାନେ ଆନ୍ଦୋଳନ ରେ ବସି ଥିବାରୁ ସେଠାରେ ବର୍ତମାନ ଚାପା ଉତ୍ତେଜନା ଦେଖା ଦେଇଛି। ଅନ୍ୟ ପକ୍ଷରେ ବିଭିନ୍ନ ସ୍ଥାନ ରେ ବସ କୁ କରି ଯାତ୍ରୀମାନେ ହଇରାଣ ହେଉଥିବା ଜଣା ପଡିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS