ଖର୍ଗ ଦ୍ବୀପ ଉପରେ ଆକ୍ରମଣ#
ଇରାନର ଖର୍ଗ ଦ୍ବୀପ ଉପରେ ଆମେରିକାର ଆକ୍ରମଣ,
କାସନରେ ଏକ ବଡ଼ ରେଲୱେ ବ୍ରିଜ୍କୁ ଉଡ଼ାଇ ଦେଲା ଇସ୍ରାଏଲ୍,
ଯୁଦ୍ଧ ବନ୍ଦ ନେଇ ଡେଡ୍ଲାଇନ ସରିବା ପୂର୍ବରୁ ଆକ୍ରମଣ,
ହର୍ମୁଜ ପ୍ରଣାଳୀ ମୁକ୍ତ କରିବାକୁ ଡେଡ୍ଲାଇନ ଦିଆଯାଇଥିଲା,
ସମସ୍ତ ପାୱାର ପ୍ଲାଣ୍ଟ ଧ୍ବଂସ କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ୍,
ଇରାନରେ ସମସ୍ତ ଯୋଗାଯୋଗ ବ୍ୟବସ୍ଥା ଧ୍ବଂସ ପାଇଁ ବି ଚେତାବନୀ,
ପାୱାର ପ୍ଲାଣ୍ଟ ନିକଟରେ ମାନବ ଶୃଙ୍ଖଳ ପାଇଁ ଇରାନ କର୍ତ୍ତୃପକ୍ଷଙ୍କ ଆହ୍ବାନ-
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment