BREAKING
Loading...
:

କୁରୁମ୍ପୁରୀ ରାଜଖରିଆର ରାସ୍ତା ପାଇଁ ୪୪୭ କୋଟି

 *କୁରୁମ୍ପୁରୀ ରାଜଖରିଆର ରାସ୍ତା ପାଇଁ ୪୪୭ କୋଟି !* 



*ଓଡ଼ିଶା ସଡ଼କ ପଥର ଏକ ମେଗା ପ୍ରୋଜେକ୍ଟ ପାଇଁ ୪୪୭.୧୧ କୋଟି ମଞ୍ଜୁର*,

*ଓଡ଼ିଶାର କୁରୁମ୍ପୁରୀ–ରାଜ ଖରିଆର ରାସ୍ତା ଉନ୍ନୟନ ପାଇଁ ୪୪୭.୧୧ କୋଟି*,

*ହି ପ୍ରକଳ୍ପ ମୋଟ ୧୦୩.୫୨ କିମି ରାସ୍ତାର ଉନ୍ନତି ହେବ*,

*ଏହା NH-353 ଓ NH-59କୁ କଭର କରିବ*,

*ପ୍ରକଳ୍ପଟି ନୂଆପଡ଼ା ଏବଂ ବଲାଙ୍ଗିର ଜିଲ୍ଲା ଦେଇ ଯିବ*,

*ଏହା ଛତିଶଗଡ଼ର ରାୟପୁର–ମହାସମୁନ୍ଦ ଅଞ୍ଚଳକୁ ଓଡ଼ିଶା ସହିତ ଯୋଡ଼ୁଛି*,

*ଏହି କରିଡର ବ୍ରହ୍ମପୁର ଓ ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ମଧ୍ୟ ଲମ୍ବିଛି* ,

*ଏହି ଉନ୍ନୟନ ପ୍ରକଳ୍ପ ଆଞ୍ଚଳିକ ଓ ଆନ୍ତଃରାଜ୍ୟ ଯୋଗାଯୋଗକୁ ମଜବୁତ କରିବ*,

*ଦାରିଙ୍ଗିବାଡ଼ି, ସୁନାବେଡ଼ା ଓ ଆଖପାଖ ପାହାଡ଼ିଆ ଅଞ୍ଚଳରେ ପର୍ଯ୍ୟଟନ ବଢ଼ିବ*#

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS