BREAKING
Loading...
:

ପେଟ୍ରୋଲ୍‌ ପମ୍ପ୍‌ରେ ମିଳିବ ୫କେଜିଆ ଟାଙ୍କି

 *ପେଟ୍ରୋଲ୍‌ ପମ୍ପ୍‌ରେ ମିଳିବ ୫କେଜିଆ ଟାଙ୍କି’*



*-ରାଜ୍ୟର ପେଟ୍ରୋଲ୍‌ ପମ୍ପରେ ମିଳିବ ୫ କେଜି ଏଲ୍‌ପିଜି ଗ୍ୟାସ୍*

*-ପ୍ରେସ୍‌ମିଟ୍‌ରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା*

*‘-୫ କେଜି ଏଲ୍‌ପିଜି ଗ୍ୟାସ୍‌ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ’*

*'-କେନ୍ଦ୍ର ସରକାରଙ୍କ ଫ୍ରି ଟ୍ରେଡ୍‌ ଏଲ୍‌ପିଜି ସ୍କିମ୍‌ରେ ଉପଲବ୍ଧ ହେବ'*

*-ଦେଶର ୩ ଗ୍ୟାସ୍‌ କମ୍ପାନୀ ଏହା ଉପଲବ୍ଧ କରାଇବେ- ମନ୍ତ୍ରୀ*

*'-କେବଳ ପରିଚୟପତ୍ର ଦେଖାଇ ୫ କେଜି ଗ୍ୟାସ୍ ନେଇପାରିବେ'*

*‘-୫ କେଜି ଟାଙ୍କି ୧୫୩୭, କେବଳ ରିଫିଲିଂ ପାଇଁ ୫୯୩ ଟଙ୍କା ପଡ଼ିବ’*

*‘-କେବଳ କମ୍ପାନୀ ପ୍ରଦତ୍ତ ସିଲିଣ୍ଡରରେ ରିଫିଲିଂ ହେବ, ଅନ୍ୟ ସିଲିଣ୍ଡର ହେବନି’*


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS