ବାହାର ରାଜ୍ୟର
ପୁରୁଣା ବାଣିଜ୍ୟିକ ଗାଡ଼ି ମନା*
ଓଡ଼ିଶାରେ ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା,
୧୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ ଲାଗିଲା କଟକଣା,
ପୁରୁଣା ଗାଡ଼ିକୁ ନୂଆ ପରମିଟ୍ ମଧ୍ୟ ପ୍ରଦାନ ନ କରିବାକୁ ନିଷ୍ପତ୍ତି,
ଏପରି ଗାଡ଼ିର ମାଲିକାନା ହସ୍ତାନ୍ତର କିମ୍ବା କୌଣସି ଟିକସ ଗ୍ରହଣ ଉପରେ ବି ଅଙ୍କୁଶ,
STA ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଲାଗୁ କରିବାକୁ RTOଙ୍କୁ ନିର୍ଦ୍ଦେଶ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment