BREAKING
Loading...
:

୮ ସପ୍ତାହ ପାଇଁ ମହଜୁଦ ଅଛି ପେଟ୍ରୋଲ୍‌




 *୮ ସପ୍ତାହ ପାଇଁ ମହଜୁଦ ଅଛି ପେଟ୍ରୋଲ୍‌ !* 

ଅଶୋଧିତ ତୈଳ ଓ ପେଟ୍ରୋଲିୟମ୍‌ ଉତ୍ପାଦ ୮ ସପ୍ତାହ ପାଇଁ ମହଜୁଦ ରହିଛି,

ମଧ୍ୟପ୍ରାଚ୍ୟ ଅଶାନ୍ତ ସ୍ଥିତି ଦେଖି ଆଶ୍ବସ୍ତିକର ସୂଚନା ଦେଲେ କେନ୍ଦ୍ର ସରକାର,

ପେଟ୍ରୋଲ ଓ ଡିଜେଲ୍‌ ଇନଭେଣ୍ଟରି ମଧ୍ୟ ୨୫ ଦିନ ପାଇଁ ରହିଛି,

ଭାରତର କେବଳ ୪୦% ଅଶୋଧିତ ତୈଳ ହର୍ମୁଜ୍ ଦେଇ ଆସିଥାଏ,

ବାକି ୬୦% ଅଶୋଧିତ ତୈଳ ଅନ୍ୟ ଉତ୍ସମାନଙ୍କରୁ ଆସିଥାଏ,

ପୂର୍ବବର୍ତ୍ତୀ ଚୁକ୍ତି ଅନୁଯାୟୀ ରୁଷୀୟ ଅଶୋଧିତ ତୈଳ ଆମଦାନି ଜାରି ରହିଛି,

ବିଶେଷ କରି LPG ଓ LNG କ୍ଷେତ୍ରରେ ଭାରତ ଭଲ ସ୍ଥିତିରେ ରହିଛି*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS