BREAKING
Loading...
:

ବୈଦ୍ୟେଶ୍ୱର ଥାନା ଆଇ ଆଇସିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 ବୈଦ୍ୟେଶ୍ୱର ଥାନା ଆଇ ଆଇସିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା               



     ବାଙ୍କୀ, (ମାନସ ରଞ୍ଜନ ସାହୁ):କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ଥାନାର ପୂର୍ବତନ ଆଇ ଆଇସି ସଞ୍ଜୟ କୁମାର ଜେନାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଏସ ପି ବିନୀତ ଅଗ୍ରୱାଲ  ଶ୍ରୀ ଜେନାଙ୍କୁ ମାନପତ୍ର , ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବୈଦ୍ୟେଶ୍ୱର ଥାନାରେ ଦୀର୍ଘ ଏକ ବର୍ଷ କାର୍ଯ୍ୟ କରି ଅଞ୍ଚଳର ଆଇନ ଶୃଙ୍ଖଳା ସଠିକ ପରିଚାଳନା ସହ ବିଭିନ୍ନ ସରକାରୀ ସଚେତନତା କାର୍ଯ୍ୟ ଏବଂ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କୁ ନେଇ ଭୁରି ଭୁରି ପ୍ରଶଂସା କରି ଅବସର ପରେ ଦୀର୍ଘାୟୁ କାମନା କରିଥିଲେ.।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS