BREAKING
Loading...
:

ନୂଆପଡ଼ା ଜିଲ୍ଲାରୁ ଖରିଆର ରୋଡ ଏନ୍ଏସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ ରାଷ୍ଟ୍ରୀୟ ଓ୍ବାର୍ଡ ସଦସ୍ୟ ନେତୃତ୍ବ ସମ୍ମିଳନୀ- ୨୦ ୨୬ ରେ ଯୋଗଦାନ କରିବା ପାଇଁ ମନୋନୀତ ହୋଇଛନ୍ତି

 



ନୂଆପଡ଼ା ଜିଲ୍ଲାରୁ ଖରିଆର ରୋଡ ଏନ୍ଏସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ ରାଷ୍ଟ୍ରୀୟ ଓ୍ବାର୍ଡ ସଦସ୍ୟ ନେତୃତ୍ବ ସମ୍ମିଳନୀ- ୨୦ ୨୬ ରେ ଯୋଗଦାନ କରିବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ଓ୍ବାର୍ଡ ସଦସ୍ୟ ନେତୃତ୍ବ ସମ୍ମିଳନୀ- ୨୦୨୬ ରେ ଯୋଗ ଦେଇ


ନୂଆପଡ଼ା ଜିଲ୍ଲାର ନେତୃତ୍ବ କରିବେ । ଜିଲ୍ଲା ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ଅଟେ | ଡଃ. ସୋନିଆ ଜୈନ ନିଜ ସହରାଞ୍ଚଳ ର ବିକାଶ ତାଙ୍କ ନୈତିକ କର୍ତ୍ତବ୍ୟ କ ହୋଇଥିବା ବେଳେ ସହରରେ ଆନୁଷଙ୍ଗି ଗଙ୍ଗିକ ବ୍ୟବସ୍ଥା ମହଜୁଦ କରିବା ପାଇଁ ଜଣେ ଦକ୍ଷ କର୍ମୀ ରୂପେ କାମ କରିଆସି ରିଆସିଛନ୍ତି । ତାଙ୍କ ବିକାଶ ମୂଳକ ସୁବିଗ ଖୁବିଚାର ଷ୍ଟ୍ରୀୟ ମଞ୍ଚରେ ଉପସ୍ଥାପନା କରିବେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS