الصفحة الرئيسية ଜୀବନ୍ତ ଜଳିଗଲେ ଯୁବକ* Debi Prasad Dash مارس 07, 2026 0 *ଜୀବନ୍ତ ଜଳିଗଲେ ଯୁବକ*ଆନନ୍ଦପୁର: ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଯୁବକ,ବଡ଼ଦାଣ୍ଡ ସାହିରେ ଅଘଟଣ; ମୃତକ ହେଉଛନ୍ତି ଖବର କାଗଜ ବିତରକ,ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ; ଘଟଣାସ୍ଥଳରେ ପୋଲିସର ତଦନ୍ତ,ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق