*ଆଜିଠୁ ୯ ତାରିଖ ଯାଏଁ* *ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା*
*-କାଲି ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି*
*-ଝାରସୁଗୁଡ଼ା, ସୁନ୍ଦରଗଡ଼,* *କେନ୍ଦୁଝର, ମୟୁରଭଞ୍ଜ,* *ବାଲେଶ୍ବର, ଯାଜପୁର*
*-ଭଦ୍ରକ, କେନ୍ଦ୍ରାପଡ଼ା,* *ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀକୁ ୱାର୍ଣ୍ଣିଂ*
*-ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ* *ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା*
*-ଅନ୍ୟ ୧୮ଟି ଜିଲ୍ଲାର ପାଗ* *ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା*
*-୮ ତାରିଖ ପାଇଁ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି*
*-୯ ତାରିଖରେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୦ ତାରିଖରେ ପାଗ ଶୁଖିଲା*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق