BREAKING
Loading...
:

ବାଜିଲା ନିର୍ବାଚନ ବିଗୁଲ୍ : ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ, ଜାଣନ୍ତୁ କେତେ ତାରିଖରେ କେଉଁଠି ପଡ଼ିବ ଭୋଟ୍

 ବାଜିଲା ନିର୍ବାଚନ ବିଗୁଲ୍ : ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ, ଜାଣନ୍ତୁ କେତେ ତାରିଖରେ କେଉଁଠି ପଡ଼ିବ ଭୋଟ୍



୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୧୫୨ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୪୨ ଆସନରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୨୩ ଏବଂ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୨୯ରେ ହେବ ମତଦାନ ।


ଆସାମରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ଏପ୍ରିଲ୍ ୯ରେ ଏଠାରେ ହେବ ମତଦାନ । କେରଳରେ ମଧ୍ୟ ସମାନ ତାରିଖ ଅର୍ଥାତ ଏପ୍ରିଲ୍ ୯ରେ ହେବ ଭୋଟ୍ ଗ୍ରହଣ । ତାମିଲନାଡ଼ୁରେ ଏପ୍ରିଲ୍ ୨୩ ତାରିଖରେ ହେବ ମତଦାନ । ସବୁ ରାଜ୍ୟର ଫଳାଫଳ ମେ' ୪ରେ ପ୍ରକାଶ ପାଇବ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS