ଜଣେ ଯୁବ ସର୍ଜରୀ ବିଭାଗ ର ଡ଼ାକ୍ତର ସତ୍ୟଜିତ୍ ବାରିକ (୩୨)ଙ୍କ ଦୁର୍ଘଟଣାରେ ବିୟୋଗ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ରେ ପାଠ ପଢ଼ି ସତ୍ୟ ଡ଼ାକ୍ଟର ହେବା ପରେ କିଛି ଦିନ ବଡ ଡାକ୍ତର ଖାନାରେ କାମ କରିବା ପରେ ଏବେ କେନ୍ଦ୍ରାପଡ଼ା ସରକାରୀ ଡାକ୍ଟର ଖାନା ରେ ଚାକିରି କରୁଥିଲେ , ନିଜ ମୋଟର ସାଇକଲ ଯୋଗେ ଅଫିସ୍ କାମରେ ଯାଉଥିବା ବେଳେ କୁଆଖିଆ ଥାନା ଅନ୍ତର୍ଗତ ରାଜପଥ ରସୁଲପୁର ବ୍ଲକ୍ ନିକଟ ପୋଲ ରେ ଏକ ଟ୍ରକ୍ ଧକ୍କା ଦେଇଥିଲା,ଘଟଣା ସ୍ଥଳରେ ମୁଣ୍ଡ ରୁ ପ୍ରଚୁର ରକ୍ତ ବାହାରି ସତ୍ୟ ଙ୍କ ମୃତୁ ଘଟିଥିଲା, , ସେ ବହୁତ୍ ଭଲ, ମେଳାପୀ ,କିନ୍ତୁ ଭଗବାନ୍ ଙ୍କ ଏ କି ଲୀଳା ତାଙ୍କୁ ନେଇଗଲେ , କିଛି ଦିନ ପରେ ତାଙ୍କ ବାହାଘର କରିବା ଲାଗି ପ୍ରସ୍ତାବ ଖୋଜା ହେଉଥିଲା,
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق