BREAKING
Loading...
:

ପୋଲିସ ମାଓବାଦୀ ଗୁଳିବିନିମୟ, ୬ରୁ ଅଧିକ ମାଓବାଦୀ ମୃତ ।

 ପୋଲିସ ମାଓବାଦୀ ଗୁଳିବିନିମୟ, ୬ରୁ ଅଧିକ ମାଓବାଦୀ ମୃତ   ।        



  ଭଂଜନଗର -କନ୍ଧମାଳ ଓ ଗଞ୍ଜାମ ସୀମାବର୍ତ୍ତୀ ଅଞ୍ଚଳ ରେ ଗତକାଲିଠାରୁ ପୋଲିସ ଓ ମାଓ ବାଦୀ ମଧ୍ୟ ରେ ଚାଲିଛି ଗୁଲୁବିନିମୟ ଗଞ୍ଜାମ କନ୍ଧମାଳ ସୀମା ଖୁରୁଡୁ ଗୋଚ୍ଛା ଓ ରମ୍ଭା ଜଙ୍ଗଲ ମଧ୍ୟ ରେ ଗୁଳିବିନିମୟ ଯୋଗୁଁ ଅଂଚଳ ରେ l ଲୋକ ଭୟ ଭିତ lବିଶେଷ ସୂଚନାରୁ ଜଣାପଡୁଛି ଟପ ମାଓନେତା ଗଣେଶ ର ମୃତ୍ୟୁ ଘଟିଥିବା ଜଣାପଡିଛି l ଗଞ୍ଜାମ ଓ କନ୍ଧମାଳ ସୀମାନେ ପୋଲିସ  ଜଙ୍ଗଲ କୁ ଘେରାବନ୍ଦୀ କରି ରଖିଥିବା ଜଣା ପଡୁଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS