BREAKING
Loading...
:

ସିଧା ସଳଖ ସାଟେଲାଇଟ ମାଧ୍ୟମରେ ନେଟୱାର୍କ ମିଳି ପାରିବ...

 



ISRO ର LVM-3 ଆମେରିକା ର AST SpaceMobile ର ୬, ୧୦୦ କେଜି ର bluebird block -2 ସାଟେଲାଇଟ କୁ ସଫଳତାର ସହ ନେଇ orbit ରେ ସ୍ଥାପନ କରିଛି... ଏଣିକି 4G ଓ 5G ମୋବାଇଲ ନେଟୱାର୍କ ପାଇଁ ଆଉ ମୋବାଇଲ ଟାୱାର ଦରକାର ପଡିବ ନାହିଁ... ସିଧା ସଳଖ ସାଟେଲାଇଟ ମାଧ୍ୟମରେ ନେଟୱାର୍କ ମିଳି ପାରିବ...

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS