BREAKING
Loading...
:

ଦଶମ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ

 



ଦଶମ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ । ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୨ ଯାଏଁ ହେବ ପରୀକ୍ଷା । ଗୋଟିଏ ସିଟିଂରେ , ସକାଳ ୯ଟାରୁ ୧୧.୩୦ ଯାଏ ଚାଲିବ ପରୀକ୍ଷା । କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ୍‌ ସମୟ ମିଳିବ । 


ଫେବ୍ରୁଆରୀ ୧୯ ରେ ମାତୃଭାଷା ପରୀକ୍ଷା , 


ଫେବୃଆରୀ ୨୧ ରେ ଇଂରାଜୀ ପରୀକ୍ଷା । 


ଫେବ୍ରୁଆରି ୨୩ରେ ହିନ୍ଦୀ /ସଂସ୍କୃତ ପରୀକ୍ଷା ,


ଫେବ୍ରୁଆରି ୨୫ରେ ବିଜ୍ଞାନ  


ଫେବ୍ରୁଆରି୨୭ରେ ସାମାଜିକ ବିଜ୍ଞାନ।


ମାର୍ଚ୍ଚ ୨ ଗଣିତ ପରୀକ୍ଷା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS