BREAKING
Loading...
:

ହୁ ହୁ ହୋଇ ବଢୁଛି ଅଣ୍ଡା ଦର

 




ବଜାରରେ ହୁ ହୁ ହୋଇ ବଢ଼ି ଚାଲିଛି ଅଣ୍ଡା ଦର । ଗୋଟା ଅଣ୍ଡାର ଦାମ ୯ଟଙ୍କା । କିଛି ଦିନ ତଳେ ଯେଉଁଠି ଦର ୭ ଟଙ୍କା ଥିଲା, ସେଠି ଦର ୨ ଟଙ୍କା ବୃଦ୍ଧି ପାଇବା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶଛୁଆଁ ହୋଇଛି ଦାମ । କେଉଁଠି ଗୋଟିଏ ପେଟିର ଦାମ ୧୬ଶହ ଟଙ୍କା ସହ କେଉଁଠି ୧୬ଶହ ୫୦ ଟଙ୍କା । ଅଣ୍ଡା ଟ୍ରେ’ର ଦାମ ୨୫୦ଟଙ୍କା ଉପରେ ରହିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS