BREAKING
Loading...
:

ବନବାସୀ ସେବା ସମିତି ତରଫରୁ ରକ୍ତ ଦାନ ଜୀବନ ଉଦ୍ଧାର କାର୍ଯ୍ୟକ୍ରମ

 ବନବାସୀ ସେବା ସମିତି ତରଫରୁ ରକ୍ତ ଦାନ ଜୀବନ ଉଦ୍ଧାର କାର୍ଯ୍ୟକ୍ରମ 



କନ୍ଧମାଳ (ସଲମାନ୍ ଦିଗାଲ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବନବାସୀ ସେବା ସମିତି ରେ ଏକ ରକ୍ତ ଦାନର କାର୍ଯ୍ୟ କ୍ରମ ହୋଇଥିଲା l ରକ୍ତ ଶରୀର ରେ ନ ଥିଲେ ମନୁଷ୍ୟର ପ୍ରାଣ ଚାଲିଯାଇଥାଏ  ଓ ରକ୍ତ ହୀନତା ବେଳେ ରୋଗୀଙ୍କୁ ରକ୍ତ ଦେଲେ ପ୍ରାଣ ଫେରି ଆସିଥାଏ l ଏପରି ମହାନ କାର୍ଯ୍ୟ ଆଜି ରକ୍ତଦାନ ଶିବିର ବନବାସୀ ସେବା ସମିତିରେ କରା ଯାଇଥିଲା l ବନବାସି ସେବାସମିତି ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିବାରେ ସଫଳ ହେଇଥିବା ଦେଖିବାକୁ ମିଳିଛି l ହଁ ଆଜ୍ଞା ଏହା ଏକ ଗୌରବର ବିଷୟ ଅଟେ କାରଣ. କିଏ କେଉଁଠି ରକ୍ତ ଟୋପାଏ ପାଇଁ ଡହଳ ବିକଳ ହୋଇ ଅପେକ୍ଷା କରିଥାନ୍ତି l ଟୁପାଏ ରକ୍ତ ରୋଗୀଙ୍କର ମୃତ୍ୟୁ ର ମୂଖ ରୁ ଉଦ୍ଧାର କରିଥାଏ. ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସା ଳୟରେ ରେ ବହୁତ ମାତ୍ରାରେ ରକ୍ତ ଆବଶ୍ୟକତା ହୋଇଥାଏ l ଆଜି ଗୁତ୍ୱପୂର୍ଣ୍ଣ ଭାବରେ  ବାଲିଗୁଡ଼ାର ବିପଦର ବନ୍ଧୁମାନେ ମଧ୍ୟ ସାମିଲ ହୋଇ ଥିବା ଦେଖିବାକୁ ମିଳିଛି l ଆଜି ସୁରକ୍ଷା ବାହିନୀ 136 BN  B S F ସବୁ ଭାଇ ମାନେ ଯୋଗଦେଇ ଛନ୍ତି ଏବଂ ରକ୍ତ ଦାନ ମଧ୍ୟ ବହୁଳ ଭାବରେ କରିଥିବା ଦେଖିବାକୁ ମିଳିଛି l b s f 136 ଯବାନ ମାନେ ରକ୍ତ ଦାନ କରି ବାଲିଗୁଡ଼ା ଉପଖଣ୍ଡ ଚାକିତ୍ସାଳୟକୁ ତଥା ରକ୍ତ ଆବଶ୍ୟକ ଭାଇ ଏବଂ ଭଉଣୀ ମାନଙ୍କ ମୁହଁରେ ହସ ଭରିଦେଇଥିବା ଦେଖିବାକୁ ମିଳିଛି l


କନ୍ଧମାଳ ଜିଲ୍ଲା ବାଲୁଗୁଡ଼ା  ବନବାସୀ ସେବାସମିତି ପରିସରରୁ ସତନ୍ତ୍ର ପ୍ରତିନିଧି ସଲମନଦିଗାଲ ଙ୍କ ରିପୋର୍ଟ ମଣିଭଦ୍ରା ଖବର l

Post a Comment

أحدث أقدم
Header ADS