ବାଲିଯାତ୍ରାରେ_ରାତି_୧୧ଟା_ଯାଏ_ମାଇକ
କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି ବୃଦ୍ଧି
୨ଟି ମଞ୍ଚରେ ରାତି ୧୧ଟା ଯାଏ ବାଜିପାରିବ ମାଇକ
ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚ ପାଇଁ ନିୟମ ଲାଗୁ
ନଭେମ୍ବର ୫ରୁ୧୩ ଯାଏ ନିୟମ ଲାଗୁ କଲେ ଜିଲ୍ଲାପାଳ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment