BREAKING
Loading...
:

ନୂଆପଡ଼ାରୁ ଆସିଲା ବଡ଼ ଖବର: ବବିଙ୍କ ନାଁରେ ସାଂଘାତିକ ଅଭିଯୋଗ

 ନୂଆପଡ଼ାରୁ ଆସିଲା ବଡ଼ ଖବର: ବବିଙ୍କ ନାଁରେ ସାଂଘାତିକ ଅଭିଯୋଗ



ନୂଆପଡ଼ା,-: ବିଜେଡି ନେତା ବବି ଦାସଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ଜନୈକ ଯୁବକ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଅଶ୍ଳୀଳ ଭାଷାରେ ଗାଲିଗୁଲଜ ସହ ମାଡ଼ ମାରିଥିବାଅଭିଯୋଗ। କାହିଁକି ଭାଜପାରେ ବୁଲୁଛୁ କହି ପିଟିଥିବା ଅଭିଯୋଗ ହୋଇଛି। ପୋଲିସ ଉଦ୍ଧାର କରିନଥିଲେ ଜୀବନ ପାଇ ପାରିନଥାନ୍ତି ବୋଲି ଅଭିଯୋଗକାରୀ କହିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS