ବାଲିଗୁଡ଼ା: ୪୭ ଦିନ ପରେ ଖୋଲିଲା କଳିଙ୍ଗାଘାଟି ରାସ୍ତା
-ବିଜୱାଡ଼ା ରାଞ୍ଚି କରିଡ଼ର କଳିଙ୍ଗାଘାଟିରେ ଭୂସ୍ଖଳନ ହୋଇ ବିଛିନ୍ନ ହୋଇଥିଲା ରାସ୍ତା
-ସେପ୍ଟେମ୍ବର ୧୪ରେ ପ୍ରବଳ ବର୍ଷା ଯୋଗୁ ହୋଇଥିଲା ଭୂସ୍ଖଳନ
-କନ୍ଧମାଳ-ଗଞ୍ଜାମ ଜିଲ୍ଲାକୁ ଗଡ଼ିଲା ଗାଡ଼ି !
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق