BREAKING
Loading...
:

ପାଳିତ ହେଲାନି ପ୍ରେସ ଦିବସ, ବରିଷ୍ଟ ସାମ୍ୱାଦିକ ଙ୍କ ନୀରବ ପ୍ରତିବାଦ।

 ପାଳିତ ହେଲାନି ପ୍ରେସ ଦିବସ, ବରିଷ୍ଟ ସାମ୍ୱାଦିକ ଙ୍କ ନୀରବ ପ୍ରତିବାଦ।




ବଲାଙ୍ଗୀର/ଟିଟିଲାଗଡ, -: ସମ୍ବିଧାନ ର ଚତୁର୍ଥ ସ୍ତମ୍ବ ଗଣ ମାଧ୍ୟମ ହୋଇ ଥିବା ବେଳେ ଜାତୀୟ ପ୍ରେସ ଦିବସ ପାଳନ ଟିଟିଲାଗଡ ରେ କରା ନ ଯିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରେସରୁମ୍ ବା ସାମ୍ବାଦିକ ପ୍ରକୋଷ୍ଠ ଥିବା ବେଳେ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ପ୍ରେସରୁମ ଉଇ ହୁଙ୍କା ପାଲଟି ଯାଇଛି । ଦୀର୍ଘ ବର୍ଷ ଧରି ଏହି ପ୍ରେସ ରୁମ୍ ବନ୍ଦ ଯୋଗୁଁ ସାଧାରଣ ବିଭିନ୍ନ ସୁବିଧା,ସୁଯୋଗ ରୁ ବଞ୍ଚିତ ହେଉଛନ୍ତି। ସେହିପରି ଉପଖଣ୍ଡ ସୂଚନାକେନ୍ଦ୍ର ଓ ପାଠାଗାର ଅତ୍ୟନ୍ତ ସଙ୍କୁଳ ଅବସ୍ଥାରେ ଥିବା ଯୋଗୁଁ ସାଧାରଣ ହଟ, ହଟା ହୋଇ ଆସୁଛନ୍ତି । ସ୍ଥାନୀୟ ବରିଷ୍ଟ ସାମ୍ବାଦିକ ଏଥି ପାଇଁ ପ୍ରେସ ଦିବସ ପାଳନ ଅବସରରେ ନୀରବ ପ୍ରତିବାଦ କରିଛନ୍ତି । 

 ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS