*19 ବର୍ଷ ବୟସରେ ଭାରତର ଝିଅ ନନ୍ଦାନୀ ଅଗ୍ରୱାଲ ଭାରତର ସର୍ବକନିଷ୍ଠ ମହିଳା CA ହୋଇ ଇତିହାସ ସୃଷ୍ଟି କରିଛନ୍ତି।*
*ନନ୍ଦିନୀ ଅଗ୍ରୱାଲ 13 ବର୍ଷ ବୟସରେ ଦଶମ ଏବଂ 15 ବର୍ଷ ବୟସରେ ଦ୍ଵାଦଶ ପାସ କରିଥିଲେ, ଏହା ପରେ ସେ CA ଫାଇନାଲ ପରୀକ୍ଷାରେ AIR 1 (ଅଲ ଇଣ୍ଡିଆ ରାଙ୍କ 1) ହାସଲ କରିଥିଲେ ଏବଂ 19 ବର୍ଷ ବୟସରେ ସେ କନିଷ୍ଠ ମହିଳା CA ହୋଇ ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାମ ପଞ୍ଜିକରଣ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق