BREAKING
Loading...
:

ସମ୍ଭାବ୍ୟ ବାତ୍ୟା ର ଗତିପଥ ଏବଂ ତୀବ୍ରତା..

 



*ସମ୍ଭାବ୍ୟ ବାତ୍ୟା ର ଗତିପଥ ଏବଂ ତୀବ୍ରତା..*

- ଆନ୍ଧ୍ରପ୍ରଦେଶର କାକିନାଡ଼ା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା। 

- ଓଡ଼ିଶାର ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସର୍ବାଧିକ ପ୍ରଭାବ l

- 60-70 କିମି ସ୍ଥାୟୀ ପବନ,

-  ଝଟକା ପବନ 75 କିମି ରହିପାରେ l

- ଏହା ସହିତ ପ୍ରବଳରୁ ଅତିପ୍ରବଳ ବର୍ଷା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS