BREAKING
Loading...
:

ପୁରୀ ଜମିଦାର ପେଲେସ,ବାର୍ଷିକ ଭ୍ୟାଲିଡିଟି କାର୍ଡ ଆଳରେ ଠକେଇ ଅଭିଯୋଗ ।

 ପୁରୀ ଜମିଦାର ପେଲେସ,ବାର୍ଷିକ ଭ୍ୟାଲିଡିଟି କାର୍ଡ ଆଳରେ ଠକେଇ ଅଭିଯୋଗ ।



ପୁରୀ,ପୁରୀ ର  ଜମିଦାର ପ୍ୟାଲେସ ନାମକ ପ୍ୟାଲେସ ରେ ବାର୍ଷିକ ଭ୍ୟାଲିଡିଟି କାର୍ଡ ପ୍ରଦାନ କରି ଦୂର, ଦୁରାନ୍ତ ଲୋକ ଙ୍କୁ ଫୋନ ପେ ଜରିଆରେ ଠକେଇ କରାଯାଇ ଆସୁଥିବା ଅଭିଯୋଗ ହୋଇଛି।


ଜାଣି, ଶୁଣି ପୂର୍ବରୁ ଗ୍ୟାରେଣ୍ଟି କାର୍ଡ ସହ ଯିବା ଆସିବା ଫିକ୍ସ କରି ଦିଆଯିବା ନିୟମ ଥିବା ବେଳେ ପରେ ଲୋକ ଙ୍କୁ ଆପଣ ଭୁଲ ତାରିଖ କହିଥିଲେ କହି ହଇରାଣ କରିବା ଓ କେତେକ କର୍ମଚାରୀ ଅଜଣା ଫୋନ ପେ ନମ୍ବର ଦେଇ ନିଜ ଖର୍ଚ୍ଚ ହାତେଇ ବେଶ ମାଲା, ମାଲ ହୋଇ ଆସୁଛନ୍ତି।

ପ୍ରକାଶ ଯେ ବଲାଙ୍ଗୀର ଜିଲ୍ଲା ରୁ ଜଣେ ବିଶିଷ୍ଟ ବ୍ୟକ୍ତି  ଭଦ୍ର ବ୍ୟକ୍ତି ୧୧ ତାରିଖ ପାଇଁ ଆଗୁଆ ବୁକ କରିଥିଲେ। ହେଲେ ତାଙ୍କୁ ପରେ ହେଇ ପାରିବନି କହି ଅନ୍ୟ ତାରିଖ ଦେବା କହିବାରୁ ସେ ଟ୍ରେନ ଟିକଟ ହୋଇସାରିଛି ବୋଲି ଅନୁରୋଧ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS