BREAKING
Loading...
:

ଯୌତକ ନିସେଦ୍ଧ ଅଧିନିୟମ 1961 ବିଷୟରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l

 ଯୌତକ ନିସେଦ୍ଧ ଅଧିନିୟମ 1961 ବିଷୟରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l



ସ୍ଥାନୀୟ ଦକ୍ଷତା ତାଲିମ କେନ୍ଦ୍ର ଠାରେ ଯୌତକ ନିସେଦ୍ଧ ଅଧିନିୟମ 1961ବିଷୟରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ର ତତ୍ତ୍ୱବଧାନ ରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ଅନ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଅlରକ୍ଷୀ ଅଧ୍ୟକ୍ଷା ଶ୍ରୀମତୀ ମୌନବ୍ରତl ଶତପଥି ରାଜସ୍ବ ବିଭାଗ ର ଅତିରିକ୍ତ ଜିଲାପାଳ ଓ ଏ ୱ ବବୁଲ ଓ  ନୀଳମାଧବ ଶତପଥି ଯୋଗଦେଇ ଥିଲେ l ଆଇନ ରେ ଯୌତକ ନିଷେଧ ର ଅଧିନିୟମ 1961ବିଷୟରେ ଅତିରିକ୍ତ ଏସପି ମହୋଦୟl ବର୍ଣ୍ଣନା କରିବା ସହ ଯୌତକ ରୂପୀ ରାକ୍ଷସ ଙ୍କୁ ଆଇନ ଦ୍ୱାରା କିପରି ସlବାଡ଼ କରାଯାଇପାରିବ ସେ ଉପରେ ଆଲୋଚନା କରିଥିଲେ l ଯୌତକ ବ୍ୟାଧି ଏହି ରାକ୍ଷସ କୁ ସମାଜ ରୁ ଏପରିକି କୋରାପୁଟ ଜିଲ୍ଲା ରୁ ନିଶ୍ଚିନ୍ନ କରିବାକୁ ସମସ୍ତେ ଚେଷ୍ଟିତ ହେବାକୁ ନିମନ୍ତ୍ରିତ ଅତିଥି ଗଣ ଉପସ୍ଥିତ ମହିଳା ମାନଂକୁ ଆହ୍ୱାନ ଦେଇଥିଲେ l  ଆଜିର ଏହି ପ୍ରଶିକ୍ଷଣ ଶିବିର ରେ ଜିଲ୍ଲା ର ସବୁ ପ୍ରାନ୍ତ ରୁ ଯୁବତୀ ଠୁ ଆରମ୍ଭ କରି ମହିଳା ଯାଏଁ ସାମିଲ ହୋଇଥିଲେ l ଜିଲ୍ଲା ସାମାଜିକ ମଙ୍ଗଳ ବିଭାଗ ର ସମସ୍ତ କର୍ମଚାରୀ  ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS