-ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ବିରତ ନେଇ ରାଜନୈତିକ ଚର୍ଚ୍ଚା
-ସୋସିଆଲ୍ ମିଡିଆ 'X'ରେ ସମାଲୋଚନା କଲେ ତଥାଗତ ସତପଥୀ
-ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ସମ୍ପୂର୍ଣ୍ଣ ରାଜନୈତିକ ଅସ୍ତିତ୍ୱ ହରାଉଛି
-ଯାହା କିଛି ଅସ୍ତିତ୍ୱ ବାକି ଥିଲା, ସବୁ ହରାଉଛି: ତଥାଗତ ସତପଥୀ
-ଆଜିର ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବ ନାହିଁ
-BJDର ୭ ରାଜ୍ୟସଭା ସାଂସଦ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ନାହିଁ
-NDA ଓ UPA ଠାରୁ ସମଦୂରତା ଦ୍ବାହି ଦେଇ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment