BREAKING
Loading...
:

ସି ପି ରାଧାକ୍ରିଷ୍ଣନ୍ ହେଲେ ଭାରତର ନୂତନ ଉପରାଷ୍ଟ୍ରପତି

 ସି ପି ରାଧାକ୍ରିଷ୍ଣନ୍ ହେଲେ ଭାରତର ନୂତନ ଉପରାଷ୍ଟ୍ରପତି 



ନୂଆଦିଲ୍ଲୀ (ମଣିଭଦ୍ରା ଖବର) ଭାରତର ନୂତନ ଉପରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ସି ପି ରାଧାକ୍ରିଷ୍ଣନ୍ ନିର୍ବାଚିତ ହୋଇଛନ୍ତି । ସେ ୪୫୨ ଭୋଟ ପାଇଥିବା ଜଣାପଡିଛି । ୭୬୭ ଜଣ ଭୋଟ ଦେଇଥିବା ବେଳେ ୧୫ଟି ଭୋଟ ନାକଚ ହୋଇଛି । ଇଣ୍ଡିମେଣ୍ଟକୁ ୩୦୦ ଭୋଟ ମିଳିଛି । ରିଟର୍ଣିଙ୍ଗ ଅଫିସର ଭାବେ କାର୍ଯ୍ୟ ତୁଲାଉଥିଲେ ପି ସି ମୋଦି । ସି ପି ରାଧାକ୍ରିଷ୍ଣନ୍ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । 


ମଣିଭଦ୍ରା ଖବର,

Post a Comment

أحدث أقدم
Header ADS