ରାଜନୈତିକ ମଞ୍ଚ ରେ ସରକାରି ବାବୁ! ଭିଡିଓ ଭାଇରଲ ପରେ ଦୁଇ ଯନ୍ତ୍ରୀଙ୍କ ବଢିଲା ଅଡୁଆ! ତଦନ୍ତ ପାଇଁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ!
ଗଞ୍ଜାମ ଜିଲ୍ଲାର କୋଦଳା ଠାରେ ଆୟଜିତ ମିଶ୍ରଣପର୍ବ ର ମଞ୍ଚ ରେ ଦୁଇ ସରକାରି ବାବୁ ଙ୍କ ଉପସ୍ଥିତି ଏବେ ହାଟରେ ପଡି ଦାଣ୍ଡ ରେ ଗଡୁଛି। ତେବେ ଦଳିୟ କାର୍ଯ୍ୟକ୍ରମ ରେ ସରକାରି ବାବୁଙ୍କ ଉପସ୍ଥିତ କୁ ନେଇ ଭିଡିଓ ଭାଇରଲ ହେବା ପରେ ସାମାଜିକ ଗଣମାଧ୍ୟମ ରେ ଖୁବ ଚର୍ଚ୍ଚାର ବିସୟ ପାଲଟିଥିବା ଜଣାପଡିଛି। ପୁର୍ବ ସରକାର ରେ କିଛି ସରକାରି ବାବୁ ଅନେକ ଦୁର୍ନିତିରେ ଲିପ୍ତ ଥିବା ନେଇ ନୁଆ ନେତୃତ୍ବ କଟୁ ଭାସାରେ ଭର୍ସନା କରୁଥିବା ବେଳେ ନେତାଙ୍କ ନିକଟତର ହୋଇ ନିଜ ଭାବ ମୁର୍ତି ଉପରେ ପେଚ ପକାଇବାକୁ ଉଦ୍ୟମ ଚାଲାଣ ଥିବା ଜଣା ପଡାଛି। ତେବେ ସରକାରି ବାବୁ ମାନେ କାହିଁକି ଓ କେଉଁ ଉଦେସ୍ଯ ରେ ରାଜନୈତିକ କାର୍ଯ୍ୟକ୍ରମ ରେ ସପସ୍ଥିତ ଜାହିର କଲେ ସେ ନେଇ ସରକାରି ସ୍ତରରେ ତଦନ୍ତ ଆରମ୍ଭ କରି ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରି ହୋଇପଡିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق