BREAKING
Loading...
:

ରା ଉଦୟଗିରି କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ।

 ରା ଉଦୟଗିରି କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ।




ଗଜପତି(ମନୋଜ କୁମାର ପାଢୀ/ ୧୧/୯ 

ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ଼ କରୁଛି  ଜିଲ୍ଲା କଂଗେସ। ବୁଧବାର ଦିନ ରା ଉଦୟଗିରି କଲ୍ୟାଣ ମଣ୍ଡପ  ଠାରେ ଅନୁଷ୍ଠିତ ହୋଇଛି,  ମୋହନା 

ବିଧାୟକ  ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଅଧ୍ୟକ୍ଷତାରେ ସଂଗଠନ ସୃଜନ ଅଭିଯାନ  ଅନୁଷ୍ଠିତ ହୋଇଛି । ତୃଣ ମୂଳ ସ୍ତରରୁ ଦଳକୁ ଅଧିକା ସୂଦୃଢ଼ କରାଯିବା ସହ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଲକ୍ଷ ସ୍ଥଳରେରେ ପହଞ୍ଚିବ ତେଣୁ ସନ୍ମନୟ ରକ୍ଷା କରି କାର୍ଯ୍ୟ କରିବାକୁ ଆନ୍ଧ୍ର ପ୍ରଦେଶର ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଏନ୍ ରଘୁ ବିର ରେଡ୍ଡୀ ମତ ବ୍ୟକ୍ତ ପ୍ରଦାନ କରିଥିଲେ। ଏହା ସହ ରାଜ୍ୟର ରାଜନୀତି ସ୍ଥିତି ଓ ଦଳର ଆଗାମୀ ପଦକ୍ଷେପ ସହ କେତକ ଗୁରପ୍ତ ପୂର୍ଣ୍ଣ ଆଲାଚନା ହେବା ସହ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ କଂଗେସ କର୍ମୀ ମାନଙ୍କ ଠାରୁ ମତାମତ ନିଯାଇଥିଲା । ଏହି ବୈଠକରେ ମୋହନା ବିଧାୟକ  ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଆନ୍ଧ୍ରପ୍ରଦେଶର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୁକ୍ତ ଏନ୍ ରଘୁ ବୀର ରେଡ୍ଡୀ, କୃଷ୍ଣ ଚନ୍ଦ୍ର ପତି ପିସିସି ପର୍ଯ୍ୟବେକ୍ଷକ, ଆନ୍ଧ୍ର ପ୍ରଦେଶରୁ ରାମ କୃଷ୍ଣ,  ପୂର୍ବତନ ବିଧାୟକ  ଚିନ୍ମୟ ବେଉରା ପାରଳାଖେମୁଣ୍ଡିରୁ ମାଝୀ ବାବୁ , ଆର, ଉଦୟଗିରି ବ୍ଲକ ସଭାପତି  ଲକ୍ଷ୍ମୀ ପାଇକ ,ଗୋପାଳ ଦଲେଇ, ପୁଣଚନ୍ଦ୍ର ଗମାଙ୍ଗ   ଏବଂ ଆର,  ଉଦୟଗିରି  ବ୍ଲକରୁ  ସହ ସହ କଂଗେସ କର୍ମୀ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS