BREAKING
Loading...
:

ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ




 ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଆନୁକୂଲ୍ୟରେ ଗତ ୨୦୨୪ ମସିହା ରେ ଓଡ଼ିଶାର ବିଭିନ୍ନ ସ୍କୁଲ ଓ କଲେଜ ଗୁଡିକରେ ଅନୁଷ୍ଠିତ ହୋଇଥିବା ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାରେ ଗଞ୍ଜାମ ଜିଲ୍ଲାର ୧୩୬ ଗୋଟି ଶିକ୍ଷା ଅନୁଷ୍ଠାନ ଭାଗ ନେଇ ପାରିଥିବା ଯୋଗୁଁ ଗଞ୍ଜାମ ଜିଲ୍ଲା, ଓଡ଼ିଶାରେ ସର୍ବଶ୍ରେଷ୍ଠ ସ୍ଥାନ  ଅଧିକାର କରିପାରିଛି।

                ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ କାଳୀପ୍ରଶନ ମହାପାତ୍ର (IAS.),ଓଡିଶା ଉଚ୍ଚଶିକ୍ଷା ନିର୍ଦ୍ଧେଶକ, ଭୁବନେଶ୍ୱର ଏବଂ ଆଦରଣୀୟ ଶ୍ରୀ ରାମୟଶ ତୀୱାରୀ (ରାଷ୍ଟ୍ରୀୟ ପ୍ରଭାରୀ), ଦେବସଂସ୍କୃତି ବିଶ୍ୱବିଦ୍ୟାଳୟ, ଶାନ୍ତିକୁଞ୍ଜ, ଗାୟତ୍ରୀ ତୀର୍ଥ, ହରିଦ୍ୱାର(ଉତ୍ତରାଖଣ୍ଡ)ଙ୍କ ଦ୍ୱାରା ଯୁଗଶକ୍ତି ଗାୟତ୍ରୀ ଭବନ, ରସୁଲଗଡ ଭୁବନେଶ୍ୱର ଠାରେ ତା. ୭/୯/୨୦୨୫ ରେ ରାଜ୍ୟସ୍ତରୀୟ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS