BREAKING
Loading...
:

ତୁହାକୁ_ତୁହା_ଭିଜୁଛି_ଓଡ଼ିଶା*

 



*ତୁହାକୁ_ତୁହା_ଭିଜୁଛି_ଓଡ଼ିଶା*

*ଲଘୁଚାପ ଓ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି…* 

*ଆସନ୍ତା ୩ ଦିନଯାଏ ନାହିଁ ନିସ୍ତାର…*

*ଆଜି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ…ଘଣ୍ଟାପ୍ରତି ବହିପାରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ…*

*ବଜ୍ରପାତ ନେଇ ବି ସତର୍କତା…*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS