BREAKING
Loading...
:

ହୋମଗାର୍ଡ ପାଇଁ ଦୌଡ଼ ପ୍ରତିଯୋଗିତା ବେଳେ ଯୁବକ ର ମୃତ୍ୟୁ

 ହୋମଗାର୍ଡ ପାଇଁ ଦୌଡ଼ ପ୍ରତିଯୋଗିତା ବେଳେ ଯୁବକ ର ମୃତ୍ୟୁ



-ଛତ୍ରପୁର ରିଜର୍ଭ ପୁଲିସ ପଡ଼ିଆରେ ଶାରୀରିକ ପରୀକ୍ଷା ବେଳେ ମୃତ୍ୟୁ


-ମୃତକ ଜଣକ ହେଲେ ତାରସିଂ ଥାନା ତୁଳସୀପଲ୍ଲୀ ଅଞ୍ଚଳ ର ଶିବରାମ ପ୍ରଧାନ ବୋଲି ସୂଚନା


-ଦୌଡ଼ିବା ବେଳେ ଅସୁସ୍ଥ ହେବାରୁ ଛତ୍ରପୁର ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ।


-ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ସେଠାରେ ଡାକ୍ତର ଶିବରାମ କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS