BREAKING
Loading...
:

କାନାଡ଼ା ବ୍ୟାଙ୍କ ପକ୍ଷରୁ କୃଷି ଋଣ ମେଳା.ଓ କୃଷକ ସଶସ୍ତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ.

 କାନାଡ଼ା ବ୍ୟାଙ୍କ ପକ୍ଷରୁ କୃଷି  ଋଣ ମେଳା.ଓ କୃଷକ ସଶସ୍ତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ.



ବାଙ୍କୀ (ମଣିଭଦ୍ରା ଖବର) କାନାଡ଼ା ବ୍ୟାଙ୍କ ବାଙ୍କୀ ଶାଖା ପକ୍ଷରୁ ମହିଳା ମାନଙ୍କୁ ସଶସ୍ତି କରଣ ଅନ୍ୟପଟେ ଫାଇନାନ୍ସ ସେକ୍ଟରରେ କିଭଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ଆବଶ୍ୟକୀୟ ଋଣ ର ସୁବିଧା ସହଯୋଗ ଏହା ସହିତ ପ୍ରତ୍ୟକ ଟି ମହିଳା କିଭଳି ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭର ଶିଳ ହୋଇପାରିବେ ସେଥିପାଇଁ ଯାହା ବ୍ୟାଙ୍କ ପକ୍ଷରୁ  ଆବଶ୍ୟକୀୟ ସହଯୋଗ କେଉଁଭଳି ଭାବେ ଯୋଗାଇ ଦିଆଯାଉଛି ଏହାକୁ ଦୃଷ୍ଟି ରେ ରଖି ଏହି କୃଷି ଋଣ ମେଳା ଅନୁଷ୍ଠିତ.ଏହି କୃଷି ମେଳା ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ କାନାଡ଼ା ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ର ଜେନେରାଲ ମ୍ୟାନେଜର ବରୁଣ ସିଂ ଠାକୁର.ଅନ୍ୟପଟେ ସନ୍ନମାନିତ ଅତିଥିଭାବେ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ର ଡେପୁଟି ଜେନେରାଲ ମ୍ୟାନେଜର ସୁମନ ଚକ୍ରବତୀ. କଟକ ବ୍ରାଞ୍ଚ ର ଆସିଷ୍ଟାଣ୍ଟ  ଜେନେରାଲ ମ୍ୟାନେଜର.. ଟି.. ଅଖିଲା.ସେପଟେ ବାଙ୍କୀ ଶାଖା ର ମୁଖ୍ୟ ପରିଚାଳକ ସାଗର କୁମାର ପରିଡା. ଡିଭିଜନାଲ ମ୍ୟାନେଜର ସୁବାଷ ଚନ୍ଦ୍ର ମଲ ପ୍ରମୁଖ ଉପସ୍ଥିତ ରହିଥିଲେ. ଏହି ମେଳା ରେ ୫0 ଟି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଯୋଗ ଦେଇଥିଲେ. ଯେଉଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠି କୃଷି କ୍ଷେତ୍ର ରେ ଭଲ ସୁନାମ ଅର୍ଜନ କରିଛନ୍ତି ପ୍ରାୟ ୨0 ଗୋଟି ମହିଳା ଗୋଷ୍ଠି ଙ୍କୁ ୧ କୋଟି ୭୫ ଲକ୍ଷ ଟଙ୍କା ର ଋଣ ସହାୟତା ରାଶି ବାବବ କୁ ଚେକ ମାଧ୍ୟମ ରେ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି.ଅନ୍ୟପଟେ ୪0 ଟି ମହିଳା ଗୋଷ୍ଠି କୁ ମାଇକ୍ରୋ ଇନ୍ସୁରାନ୍ସ ର ସୁବିଧା ଯୋଗାଇ ଦେଇଛି ବ୍ୟାଙ୍କ.ଆଗାମୀ ଦିନ ରେ ମହିଳା ମାନଙ୍କୁ ସଶସ୍ତି କରଣ କରିବା ପାଇଁ ଯେଉଁ ଭଳି ବ୍ୟାଙ୍କ ପକ୍ଷରୁ ସହଯୋଗ ର ଆବଶ୍ୟକ ରହିବ ବ୍ୟାଙ୍କ ଯୋଗାଇଦେବ ବୋଲି ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଠାକୁର ସୂଚନା ଦେଇଛନ୍ତି ।



                            ବାଙ୍କୀରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ

Post a Comment

Previous Post Next Post
Header ADS