ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବୃହତ ବିଜୟ l
ଦୀର୍ଘ 9 ବର୍ଷ ଧରି ଲାଗି ରହିଥିବା ମୋଦି ଙ୍କ ଫେକ ଡିଗ୍ରୀ ସେର୍ଟିଫିକେଟ ମାମଲା କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଖାରିଜ କରିଦେଇଛନ୍ତି l
ପ୍ରଧାନମନ୍ତ୍ରୀ ଙ୍କ MA ଡିଗ୍ରୀ କୁ ଉଜାଗର ନକରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ତରଫରୁ 13 ଜଣ ଓକିଲ ମାମଲା ଲଢ଼ୁଥିବା ବେଳେ 9 ବର୍ଷ ରେ ମୋଟ 87 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି I
ଆଉ କେହି ମୋଦି ଙ୍କ MA ଡିଗ୍ରୀ କୁ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ କୁ ମାଗି ପାରିବେ ନାହିଁ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment