BREAKING
Loading...
:

ବ୍ରହ୍ମପୁର ପୂର୍ବତନ ମେୟର ପିଣ୍ଟୁଙ୍କୁ ହତ୍ୟା ଧମକ ଦେଲେ ସୁପାରୀ କିଲର

 *ବ୍ରହ୍ମପୁର ପୂର୍ବତନ ମେୟର ପିଣ୍ଟୁଙ୍କୁ ହତ୍ୟା ଧମକ ଦେଲେ ସୁପାରୀ କିଲର*



ବ୍ରହ୍ମପୁର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ହତ୍ୟା ଧମକ ଦେଇଛି ସୁପାରୀ କିଲର ଶିବରାମ ପାଳ। 

ଶିବପାଳ ହ୍ବାଟସ୍ ଆପରେ କଲ୍ କରି ଧମକ ଦେଇଥ‌ିବା ନେଇ  ଗୋଷାଣୀନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS