BREAKING
Loading...
:

ଗୋପାଳପୁର ଥାନା ଆଗରେ ରାତି ତମାମ ଧାରଣା ଦେଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ଉପ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ।




 ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ଛାତ୍ରଗୋଷ୍ଟୀ ମାରପିଟ୍ ଘଟଣା : ଗୋପାଳପୁର ଥାନା ଆଗରେ ରାତି ତମାମ ଧାରଣା ଦେଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ଉପ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ।


ସୂଚନାଯୋଗ୍ୟ କିଛି ଛାତ୍ର ଗତ କାଲି ରାତିରେ ଗୋପାଳପୁର ଥାନାରେ ଅଭିଯୋଗ ଦେବାକୁ ଯାଇଥିବା ବେଳେ କୁଆଡେ କିଛି ବିଜେପି ଯୁବ ନେତା  ଥାନାରେ ସେମାନଙ୍କୁ ଧମକ ଚମକ୍ ଦେବା ଘଟଣାରେ  ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମେତ ଶହ ଶହ ତାଙ୍କ ସମର୍ଥକ ମାନେ ଥାନା ଆଗରେ ଧାରଣା ଦେଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS