الصفحة الرئيسية ପଥର ବ୍ଲାଷ୍ଟ ଡେଟୋନେଟର ଜବତ Debi Prasad Dash أغسطس 17, 2025 0 *ପଥର ବ୍ଲାଷ୍ଟ ଡେଟୋନେଟର ଜବତ* -ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ରଘୁନାଥପୁର ଗ୍ରାମର ଡେଟୋନେଟର ଜବତ -ଫୁଲବାଣୀ ଥାନା ଅଂଚଳରେ ଗାଡିକୁ ଚେକିଂ ବେଳେ ଧରାପଡ଼ିଲା-ପରେ ରଘୁନାଥପୁରରେ ଥିବା ଏକ ଗୋଦାମରେ ଚଢ଼ାଉ କଲା କନ୍ଧମାଳ ପୁଲିସ -ବିପୁଳ ପରିମାଣର ଡେଟୋନେଟର ଜବତ
إرسال تعليق