BREAKING
Loading...
:

ମନ୍ଦିର ଉନ୍ନୟନ କାମ ବନ୍ଦ ଓ ବ୍ରହ୍ମପୁର ମହାନଗର ନିଗମର ର ବାରମ୍ବାର ପ୍ରତିଶୃତି ପରେ ସ୍ଥାନୀୟ ଲୋକ ଓ ଭକ୍ତମାନଙ୍କର ଅସନ୍ତୋଷ

 *ମନ୍ଦିର ଉନ୍ନୟନ କାମ ବନ୍ଦ ଓ ବ୍ରହ୍ମପୁର ମହାନଗର ନିଗମର ର ବାରମ୍ବାର ପ୍ରତିଶୃତି ପରେ ସ୍ଥାନୀୟ ଲୋକ ଓ  ଭକ୍ତମାନଙ୍କର ଅସନ୍ତୋଷ* 



ବ୍ରହ୍ମପୁର (ମଣିଭଦ୍ରା ଖବର) ସ୍ଥାନୀୟ ମହୁରୀ ରାଜାଙ୍କ ପ୍ରତିଷ୍ଠିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର 7 ଲକ୍ଷ ଟଙ୍କା ଅନୁଦାନର କାମ ଦୀର୍ଘଦିନ ଧରି ଆଟକିଥିବାକୁ ନେଇ ଉନ୍ନୟନ ସମିତିର ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି। ରସୋଇଘର, ଭଣ୍ଡାରଗୃହ ଓ ବିଶ୍ରାମଗୃହ ବ୍ରହ୍ମପୁର ମହାନଗର ନିଗମର ର କର୍ତ୍ତୃପକ୍ଷ ଓ ସ୍ଥାନୀୟ କର୍ପେଟ୍ର ରହି ଭାଙ୍ଗିଦେବା ପରେ ଦୁଇ ବର୍ଷ ହେଲା କାର୍ଯ୍ୟ ଆରମ୍ଭ ନହେବାରୁ ଠାକୁରଙ୍କ ନିତ୍ୟବିଧିରେ ବାଧା ସୃଷ୍ଟି ହେଉଛି। ଏଣୁ ମନ୍ଦିର ପରିଚାଳନା ପରିଷଦ ଓ ସ୍ଥାନୀୟ ବାସିନ୍ଦା ସହ ଭକ୍ତ ମାନେ ମହାନଗର ନିଗମର କର୍ତ୍ତୃପକ୍ଷ  ଗଚରାର୍ଥ ଓ ଜିଲ୍ଲାପାଳ ମହାଶୟ ଙ୍କ ଅନୁଗତି ନିମନ୍ତେ ଆସନ୍ତା 14 ଅଗଷ୍ଟରେ  ସ୍ମାରକ ପତ୍ର ଦେବାକୁ ଜଗନ୍ନାଥ ମନ୍ଦିର ଉନ୍ନୟନ କମିଟି ଏହି ବୈଠକରେ ନିର୍ଣ୍ଣୟ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS