BREAKING
Loading...
:

ଧର୍ମ ପରାୟଣା ମହିଳାଙ୍କ ପରଲୋକ

 ଧର୍ମ ପରାୟଣା ମହିଳାଙ୍କ ପରଲୋକ       



ଖଣ୍ଡପଡ଼ା ୨୬|୭l୨୦୨୫ (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରାଞ୍ଚଳ ଅଧିନ ୨ ନଂ ୱାର୍ଡର ଧର୍ମ ପରାୟଣା ମହିଳା ତଥା ସ୍ବର୍ଗତ ଅରୁଣ କୁମାର ପ୍ରଧାନଙ୍କ ପତ୍ନୀ ହାରାମଣି ପ୍ରଧାନ (୭୧) ଙ୍କ ର ଶନିବାର ସକାଳେ ପରଲୋକ ହୋଇଯାଇଛି।ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ପୁରୀ ସ୍ବର୍ଗଦ୍ବାର ଠାରେ ଆତ୍ମୀୟସ୍ବଜନଙ୍କ  ଉପସ୍ଥିତରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।ବଡପୁଅ ସୂର୍ଯ୍ୟନାରାୟଣ ପ୍ରଧାନ ମୁଖାଗ୍ନି ଦେଇଥିଲେ।ସ୍ବର୍ଗତା ପ୍ରଧାନଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକପ୍ରକାଶ ପାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS