BREAKING
Loading...
:

ଅଜଣା ରୋଗରେ ପୀଡିତ ମୋହିନୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିଲେ ବିଧାୟକ।

 ଅଜଣା ରୋଗରେ ପୀଡିତ ମୋହିନୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିଲେ ବିଧାୟକ।                   



 ଗଜପତି(ମନୋଜ ପାଢୀ)- ଗଜପତି ଜିଲ୍ଲା ପାରଳଖେମୁଣ୍ଡି 14ନମ୍ୱର ୱାଡ ସଞ୍ଜୟଗାନ୍ଧୀ କଲୋନୀ ର ମୋହିନୀ କିଛି ମାସ ତଳେ ଅସୁସ୍ଥତା ହୋଇପଡ଼ିଥିଲେ, ତାକୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ସେଠାରେ ସ୍ବାସ୍ଥ୍ୟ ର ଉନ୍ନତି ନହେବାରୁ ଶ୍ରୀକାକୁଲମ ପରେ ବିଶାଖାପାଟଣା ନେଇ ଚିକିତ୍ସା କରିବା ପରେବି ସଫଳ ହୋଇନଥିଲା, ଅଧିକା ଚିକିତ୍ସା କରାଇବା ପାଇଁ ପାଖରେ ଅର୍ଥର ଅଭାବ ହେତୁ ମୋହିନୀ ଙ୍କୁ ନିଜ ଘରେ ରହିବା ଦ୍ଵାରା ଅଧିକା ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି, ଏହି ଖବର ଚ୍ୟାନେଲ ରେ ପ୍ରସାରଣ ହେବାପରେ ବିଧାୟକ ରୂପେସ ପାଣିଗ୍ରାହୀ ଜାଣିବାପରେ ତୁରନ୍ତ ତାଙ୍କ ବାସ ଭବନ କୁ ଯାଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିଥିଲେ ଓ ତାଙ୍କୁ କିଛି ଆର୍ଥିକ ସହାୟତା ଦେଇଥିଲେ, ବିଧାୟକ ମୋହିନୀଙ୍କୁ ତୁରନ୍ତ ଭୁବନେଶ୍ଵର ସ୍ଥିତ ହାଇଟେକ୍ ମେଡିକାଲ୍ ନେଇ ମାଗଣା ରେ ଚିକିତ୍ସା କରିବେ ବୋଲି ତାଙ୍କ ବାପାଙ୍କୁ କୋହିଥିଲେ  ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS