BREAKING
Loading...
:

ପିସିସି ସଭାପତି ଙ୍କ ନେତୃତ୍ବରେ ରାଜ୍ୟ ରେ ଖୋଲାଗଲା ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ।

 ପିସିସି ସଭାପତି ଙ୍କ ନେତୃତ୍ବରେ ରାଜ୍ୟ ରେ ଖୋଲାଗଲା ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ।


ରାଜ୍ୟ ରେ ଦିନ କୁ ଦିନ ବଢୁଥିବା ନାରୀ ନିର୍ଯ୍ୟାତନା, ଛାତ୍ରୀ ନିର୍ଯାତନା, ଗଣ ଦୁଷ୍କର୍ମ ଇତ୍ୟାଦି କୁ ରୋକିବା ପାଇଁ ପିସିସି ସଭାପତି ନେଲେ ବଡ଼ ନିଷ୍ପତ୍ତି। ଯାହା ଦ୍ଵାରା ମହିଳା ମାନେ ରାଜ୍ୟ ରେ ସୁରକ୍ଷିତ ରହିପାରିବେ।ପିସିସି ସଭାପତି ଙ୍କ ନେତୃତ୍ବରେ ରାଜ୍ୟ ରେ ଖୋଲାଗଲା ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS