BREAKING
Loading...
:

ଚାକିରୀରେ ଯୋଗଦାନ କରିବାକୁ ଏଇନେ ଜମା ଏକ ବର୍ଷ ପୁରିଛି। ହେଲେ ମହିୟସୀ ମହିଳା ଜଣକ ଲାଞ୍ଚ ନେବାରେ ବେଶ ଓସ୍ତାଦ....ଦରମା ସହିତ ଉପୁରି ନିଶା ମହାଙ୍ଗା ପଡିଲା ମାଡାମ ଙ୍କୁ

 ଚାକିରୀରେ ଯୋଗଦାନ କରିବାକୁ ଏଇନେ ଜମା ଏକ ବର୍ଷ ପୁରିଛି। ହେଲେ ମହିୟସୀ ମହିଳା ଜଣକ ଲାଞ୍ଚ ନେବାରେ ବେଶ ଓସ୍ତାଦ....ଦରମା ସହିତ ଉପୁରି ନିଶା ମହାଙ୍ଗା ପଡିଲା ମାଡାମ ଙ୍କୁ।




8000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମହିଳା JE ସୁସ୍ମିତା ଓରାମ ... ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ସସ୍ମିତା ଓରାମ l ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ଗତ ଗୋଟେ ବର୍ଷ ହେବ ଚାକିରିରେ ଯୋଗଦାନ କରିଥିଲେ l  ଦରମା ବାହାରେ ଅଧିକ ଅର୍ଥ ଉପାର୍ଜନର ଲୋଭ ଆଜି ସସ୍ମିତା ଙ୍କୁ ମହଙ୍ଗା ପଡ଼ିଛି l ମନରେଗା କାମ ପାଇଁ ହିତାଧିକାରୀଙ୍କ ଠାରୁ 8000 ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ....।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS