BREAKING
Loading...
:

ଦୁର୍ଘଟଣା ରେ ଯୁବକ ଗୁରୁତର

 ଦୁର୍ଘଟଣା ରେ ଯୁବକ ଗୁରୁତର 


କୋରାପୁଟ (ମଣିଭଦ୍ରା ଖବର) ଆଜି ଅପରାହ୍ନ ରେ କୋରlପୁଟ ଜିଲା ତଥା ମସ୍ତୁପୁଟ ପଂଚାୟତ ଅନ୍ତର୍ଗତ ବାଗ୍ରl ଛକ ନିକଟରେ ରେ ଥିବା ମସ୍ତି ପୁଟ ହାଇସ୍କୁଲ୍ ରାସ୍ତା ସମ୍ନ୍l ରେ ମହାଦେଇ ପୁଟ ଗ୍ରାମର  ରଣା ସାହିର ର କୁନୁ ଦୋରl ଗାଡ଼ି ନମ୍ବ ର ଓ ଡି 10/3192 ଏକ ବାଇକ୍ ରେ ବାଗ୍ରା ଛକ ଆଡୁ ଘରକୁ  ଫେରୁଥିବା ସମୟରେ ରାସ୍ତା କଡ ରେ  ପାଇପ ଲାଇନପାଇଁ ଗଦା ହୋଇଥିବା ପାଇପ ପମ୍ପ ଗୁଡ଼ିକୁ ଭlରସlମ୍ୟ ହରାଇ ଧକକl ଦେଇ ଥିଲେ ଫଳରେ ସେ ଗାଡ଼ି ରୁ ଛିଟିକି ହୋଈ ତଳେ ପଡ଼ିଯାଇଥିଲେ ଖବର ପାଈ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ସହିଦ ଲକ୍ଷଣ ନାୟକ ମେଡିକଲ ଓ କଲେଜ କୁ ପଠେଇ ଥିଲେ l ସୂଚନା ଯୋଗ୍ୟ ଗ୍ରାମ୍ୟ ଜଳ ଓ ପରିମଳ ସଂସ୍ଥା ଏଇ କିଛି ମାସ ହେଲା ରାସ୍ତାପlଶ୍ଵରେ ଏମିତି ହିଁ ପାଇପ୍ ପମ୍ପ ଗୁଡ଼ିକୁ ଗଦା କରୁଥିବା ଯୋଗୁଁ ଏମିତି ଘଟଣା ଦେଖିବାକୁ ମିଳୁଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS