ଅଭିନେତା ପଦ୍ମଶ୍ରୀ ମନୋଜ କୁମାରଙ୍କ ନିଧନ
ମହାନ ଚଳଚ୍ଚିତ୍ର ଅଭିନେତା ପଦ୍ମଶ୍ରୀ ମନୋଜ କୁମାରଙ୍କ ନିଧନ ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି l ଦେଶ ଭକ୍ତିର ଭାବନା ଜାଗ୍ରତ କରିବା ଏବଂ ଜନଜୀବନରେ ପରିବର୍ତ୍ତନ ଆଣିବା ଦିଗରେ ତାଙ୍କର ପ୍ରତିଟି ଚଳଚ୍ଚିତ୍ର ଖୁବ୍ ପ୍ରଭାବଶାଳୀ ଓ ପ୍ରେରଣାପ୍ରଦ ଥିଲା l ମହାପ୍ରଭୁ ତାଙ୍କ ଅମର ଆତ୍ମାକୁ ବୈକୁଣ୍ଠ ଧାମରେ ସ୍ଥାନ ଦିଅନ୍ତୁ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق