*ଲାଞ୍ଚ ନେଇ ଧରାପଡ଼ିଲେ ଯନ୍ତ୍ରୀ -ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ.*
*-ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସଙ୍କୁ ଧରିଲା ଭିଜିଲାନ୍ସ.*
*-ଠିକାଦାରଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ*
*-ଚଢ଼ାଉ ବେଳେ ଆଉ ୧ ଲକ୍ଷ ୨୬ ହଜାର ଟଙ୍କା ମଧ୍ୟ ଜବତ*
*-ମୋଟ୍ ୨ ଲକ୍ଷ ୨୬ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ.*
ମଣିଭଦ୍ରା ଖବର, କଟକ


إرسال تعليق