ବଲାଙ୍ଗିର: ବିଜୁ ପ୍ରତିମୂର୍ତ୍ତିକୁ ଜାଳିଦେଲେ ଦୁର୍ବୃତ୍ତ
-ପାଟଣାଗଡ଼ ମୁଖ୍ୟ ଛକରେ ଥିବା ବିଜୁ ମୂର୍ତ୍ତିକୁ ଜାଳିଦେଲେ
-ଜାଳିଥିବା ଦୁର୍ବୃତ୍ତ ଥାନାର ଅଟକ, ପୋଲିସର ତଦନ୍ତ ଆରମ୍ଭ
ବିଜେଡିର ବରିଷ୍ଠ ନେତାଙ୍କ ପ୍ରେସମିଟ୍
-ପ୍ରତିମୂର୍ତ୍ତି ପୋଡିବାକୁ ହୋଇଛି ହୀନ ପ୍ରୟାସ: ବିଜେଡି
-ଏହା ଅକ୍ଷମଣୀୟ ଅପରାଧ, ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରାଯାଉ
-ପ୍ରତିମୂର୍ତ୍ତି ପୋଡ଼ିବା ବିଜେପି ପ୍ରୟୋଜିତ ଷଡଯନ୍ତ୍ର
-ଏଥିପାଇଁ ବହୁମୂଲ୍ୟ ବିଜେପିକୁ ଆଗକୁ ଦିଆଯିବ
-ପିସିରେ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା ଉପସ୍ଥିତ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment