ପୋଲାଣ୍ଡ ରେ ଉତ୍କଳ ଦିବସ ପାଳନ।
ପୋଲାଣ୍ଡ (ମଣିଭଦ୍ରା ଖବର) ପୋଲାଣ୍ଡ ରାଜଧାନୀ ୱାର୍ସୱା ସହରରେ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ଦ୍ୱାରା ଉତ୍କଳ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ସ୍ଥାନରେ ଥିବା ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନେ ଉତ୍ସବ ରେ ଯୋଗଦେଇ ‘ବନ୍ଦେ ଉତ୍କଳ ଜନନୀ' ଗାନ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି
إرسال تعليق